ରାଜନୀତି

ରାଜନୀତିରୁ ଅବସର ନେବି

ଯଦି ସରକାରୀ କର୍ମଚାରୀଙ୍କ ଟ୍ରାନ୍ସଫର ମାମଲାରେ ମଧ୍ୟ ଗୋଟିଏ ଟଙ୍କା ନେଇଥାଏ ବୋଲି ପ୍ରମାଣିତ ହୁଏ ତେବେ ରାଜନୀତିରୁ ଅବସର ନେବି ବୋଲି କହିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା।

ଜେଡି (ଏସ) ରାଜ୍ୟ ସଭାପତି ଏଚଡି କୁମାରସ୍ବାମୀ ସିଦ୍ଦରମୈୟା ଏବଂ ତାଙ୍କ ପୁଅକୁ ‘ଟ୍ରାନ୍ସଫର ପାଇଁ ଟଙ୍କା’ ର଼୍ୟାକେଟ ଚଳାଇଥିବା ଅଭିଯୋଗ କରିଛନ୍ତି। ଆମର କାର୍ଯ୍ୟକାଳ ମଧ୍ୟରେ ଆମେ କୌଣସି ଟଙ୍କା ନେଇନାହୁଁ। ମୁଁ ପୂର୍ବରୁ କହିସାରିଛି ଯେ ଯଦି ଏହା ପ୍ରମାଣିତ ହୁଏ , ତେବେ ମୁଁ ରାଜନୀତିରୁ ଅବସର ନେବି।

Related Articles

Back to top button
WP Twitter Auto Publish Powered By : XYZScripts.com