ଓଡ଼ିଶା

ଏନ୍ଏସିର ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ

କଟକ() ଆଜି ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଭିଜିଲାନ୍ସ ଚଢାଉ ମଧ୍ୟ ଜାରି ରହିଛି। ଏଥର ଭିଜିଲାନ୍ସ ଜାଲରେ ଫସିଛନ୍ତି ଏନଏସିର ଆସିଷ୍ଟାଣ୍ଡ ଇଂଜିନିୟର। ତାଙ୍କର ଛଅଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି ରହିଛି। ଏଥିରେ ପାଞ୍ଚ ଜଣ ଡିଏସପି, ଆଠଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଏକ କାଳିନ ଖୋର୍ଦ୍ଧା, ଗଜପତି, ଗଂଜାମ ଏବଂ କୋରାପୁଟରେ ଏହି ଚଢାଉ ଚାଲିଛି।

Related Articles

Back to top button