କ୍ରୀଡ଼ା

ଈଶାନ କିଷନ ଓ ବ୍ୟାଟର ଶ୍ରେୟସ ଆୟର ଚଳିତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି

ୱିକେଟ୍‌କିପର ଈଶାନ କିଷନ ଓ ବ୍ୟାଟର ଶ୍ରେୟସ ଆୟର ଚଳିତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ଉଭୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରେ ସ୍ଥାନ ମିଳି ନଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

ବେଙ୍ଗଲୀ ଖବରକାଗଜ ଆନନ୍ଦବଜାର ପତ୍ରିକା ରିପୋର୍ଟ ଅନୁସାରେ ଈଶାନଙ୍କ ଉପରେ ଚୟନକର୍ତ୍ତାମାନେ ଅଧିକ ଅସନ୍ତୁଷ୍ଟ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com