ଅନ୍ତର୍ଜାତୀୟ
ତୁର୍କୀର ଇସ୍ତାନବୁଲ ନାଇଟକ୍ଲବରେ ନବୀକରଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି

ତୁର୍କୀର ଇସ୍ତାନବୁଲ ନାଇଟକ୍ଲବରେ ନବୀକରଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି।
କିଛି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଇସ୍ତାନବୁଲର ୟୁରୋପୀୟ ଅଂଶର ବେସିକ୍ତାସ ଜିଲାର ୧୬ ମହଲା ବିଶିଷ୍ଟ ଆବାସିକ କୋଠାର ତଳ ମହଲାରେ ଥିବା ନାଇଟ କ୍ଲବ ମରାମତି ପାଇଁ ବନ୍ଦ ରହିଥିଲା।