Featuredଓଡ଼ିଶା

‘୫-ଟି’ ଉପକ୍ରମରେ ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ ନୂଆ ରୂପ ଦିଆଯାଉଥିବା ବେଳେ ଏଥିରେ ସାମିଲ ହୋଇଛି ବଲାଙ୍ଗିର ଜିଲ୍ଲା

‘୫-ଟି’ ଉପକ୍ରମରେ ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ ନୂଆ ରୂପ ଦିଆଯାଉଥିବା ବେଳେ ଏଥିରେ ସାମିଲ ହୋଇଛି ବଲାଙ୍ଗିର ଜିଲ୍ଲା। ଫଳରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ହୋଇଛି ରୂପାନ୍ତରୀକରଣ।

ହରିଶଙ୍କରରୁ ଗାଈଖାଇ, କୁମୁଡ଼ା ପାହାଡ଼ରୁ ଭୀମଡୁଙ୍ଗୁରି, ପ୍ରାୟ ସମସ୍ତ ପର୍ଯ୍ୟଟନକ୍ଷେତ୍ର ଏବେ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com