ଓଡ଼ିଶା

ବ୍ରିଜ୍ ତଳକୁ ଖସି ଫାଟିଲା ତେଲ ଟ୍ୟାଙ୍କର, ଉଦ୍ଧାର କରିବାକୁ ଯାଇ ୪ ଜୀବନ୍ତ ଦଗ୍ଧ

ନୟାଗଡ଼: ନୟାଗଡ଼ ବଡ଼ପଣ୍ଡୁସର ନିକଟରେ ବ୍ରିଜ ତଳକୁ ଡିଜେଲ ଟ୍ୟାଙ୍କର ଖସି ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ପାରାଦୀପରୁ ତେଲ ନେଇ ନୟାଗଡ଼ ଫେରିବା ବେଳେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଦୁର୍ଘଟଣା ପରେ ୩ ଜଣ ସ୍ଥାନୀୟ ଯୁବକ ଟ୍ୟାଙ୍କରରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ତେଲ ଟ୍ୟାଙ୍କରଟି ବିସ୍ଫୋରଣ ହେବାରୁ ଜୀବନ ବଞ୍ଚାଇବାକୁ ଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com