ଅନ୍ତର୍ଜାତୀୟ

ଆମେରିକାର ଫ୍ଲୋରିଡାସ୍ଥିତ ଏକ ହାଇୱେରେ ବିମାନ ଦୁର୍ଘଟଣାର ଏକ ଘଟଣା ସାମ୍ନାକୁ ଆସିଛି

ଆମେରିକାର ଫ୍ଲୋରିଡାସ୍ଥିତ ଏକ ହାଇୱେରେ ବିମାନ ଦୁର୍ଘଟଣାର ଏକ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେହି ବିମାନରେ ଥିବା ବାକି ଯାତ୍ରୀମାନେ ବଞ୍ଚିଯାଇଛନ୍ତି କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com