ମନୋରଞ୍ଜନ

ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍‌ କୌର

ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍‌ କୌର। ଆଫ୍ରିକୀୟ ବ୍ୟବସାୟୀ ନିଖିଲ ପଟେଲଙ୍କ ହାତ ଧରିଥିଲେ ସେ। ବିବାହର ବର୍ଷେ ନପୁରୁଣୁ ଏବେ ଉଭୟଙ୍କ ସମ୍ପର୍କ ଖଟା ହୋଇଛି।

ଦଲଜିତ୍‌ ନିଜ ନାମରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଛନ୍ତି। ଆଗାମୀ ଦିନରେ ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଗତ ବର୍ଷ ମାର୍ଚ୍ଚ ୨୩ରେ ନିଖିଲଙ୍କୁ ବିବାହ କରିଥିଲେ। ଏହି ବିବାହରେ ପରିବାରଲୋକଙ୍କ ସହ ନିକଟ ସମ୍ପର୍କୀୟ ସାମିଲ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com