ଅନ୍ତର୍ଜାତୀୟ

ଚାଇନା ଏବଂ ତାଇୱାନ ମଧ୍ୟରେ ନିରନ୍ତର ଉତ୍ତେଜନା ଜାରି ରହିଛି

ଚାଇନା ଏବଂ ତାଇୱାନ ମଧ୍ୟରେ ନିରନ୍ତର ଉତ୍ତେଜନା ଜାରି ରହିଛି। ଚାଇନା ସେନା ତାଇୱାନ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ ଦେଇଛନ୍ତି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ମାର୍ଚ୍ଚ ୨୦ ରୁ ୨୧ ତାରିଖ ସକାଳ ପ୍ରାୟ ୬ଟା ସମୟରେ ତାଇୱାନର ସୀମା ନିକଟରେ ୩୨ଟି ଚାଇନା ଯୁଦ୍ଧ ବିମାନ ଦେଖାଯାଇଛି। ଏଥିସହ ତାଇୱାନର ସୀମା ନିକଟରେ ଚାଇନା ନୌସେନାର ପାଞ୍ଚଟି ଯୁଦ୍ଧ ଜାହାଜ ମଧ୍ୟ ଦେଖିବାକୁ ମିଳିଥିଲା।

Related Articles

Back to top button