ଜାତୀୟ

ଇଞ୍ଜିନରେ ଲାଗିଗଲା ନିଆଁ, ଜରୁରିକାଳୀନ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ

ନୂଆଦିଲ୍ଲୀ: ବିମାନ ଇଞ୍ଜିନରେ ଲାଗିଗଲା ନିଆଁ । ଜରୁରିକାଳୀନ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ । ଏପରି ଘଟଣା ସାମ୍ନାକୁ ଆସିଛି ବିହାରର ପାଟନାରେ । ପାଟନା ବିମାନବନ୍ଦରରୁ ଉଡାଣ ଭରୁଥିବା ସ୍ପାଇସ୍ ଜେଟ୍ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଫଳରେ ଏହା ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲା ।

ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଥିରେ ପ୍ରାୟ ୧୮୭ ଜଣ ଯାଚ୍ରୀ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com