Featuredଜାତୀୟରାଜନୀତି

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ନିଜର ପ୍ରତିକ୍ରିୟା ରଖିଛି ଆମେରିକା

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ନିଜର ପ୍ରତିକ୍ରିୟା ରଖିଛି ଆମେରିକା। ପ୍ରଥମ ଥର ପାଇଁ ଆମେରିକା ଏହି ମାମଲାରେ ପ୍ରତିକ୍ରିୟା ରଖିଛି । ଆମେରିକାର ବିଦେଶ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ । ଆମେରିକା ଭାରତ ସରକାର ସହ ଯୋଗାଯୋଗରେ ଅଛନ୍ତିି । ରାହୁଲ ଗାନ୍ଧୀଙ୍କ ବହିଷ୍କାର ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ବେଦାନ୍ତ ପଟେଲ ଏହା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com