ଓଡ଼ିଶା

କୁଟୁରା ଉଦ୍ଧାର, କୁକୁର କାମୁଡ଼ାରେ ଆହତ ହୋଇଥିଲା

ଆଠଗଡ଼: କୁଟୁରା ଛୁଆ ଉଦ୍ଧାର । ଆଠଗଡ଼ ବନଖଣ୍ଡ ତିଗିରିଆ ଜେମାଦେଇପୁର ଗ୍ରାମବାସୀ ମାନଙ୍କ ଦ୍ୱାରା ଉଦ୍ଧାର ହୋଇଛି କୁଟୁରା ଛୁଆ । କୁକୁର କାମୁଡ଼ାରେ କୁଟୁରା ଛୁଆଟି ଆହତ ହୋଇଥିଲା । ଉଦ୍ଧାର ପରେ କୁଟୁରା ଛୁଆକୁ ବନବିଭାଗ ହସ୍ତାନ୍ତର କରିଛନ୍ତି । ଗ୍ରାମବାସୀ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ।

Related Articles

Back to top button
WP Twitter Auto Publish Powered By : XYZScripts.com