ଓଡ଼ିଶା

ବିଧାନସଭାରେ ପଶିଲା କରୋନା ; ୧୨ ଜଣ ପଜିଟିଭ

ଭୁବନେଶ୍ୱର, ୦୨/୦୭/୨୦୨୨- ବିଧାନସଭାକୁ ପଶିଲା କରୋନା । ବିଧାନସଭାର ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୧୨ ଜଣ କୋଭିଡ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହି ୧୨ ଜଣଙ୍କ ମଧ୍ୟରୁ ଜଣେ ବିଧାୟିକା ଓ ୩ ଜଣ ଗଣମାଧ୍ୟମ ପ୍ରତିନିଧି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com