ଓଡ଼ିଶା

ରଥଯାତ୍ରା ପାଇଁ ଚଳଚଞ୍ଚଳ ନୀଳଗିରି, ଲାଗିଛି ଭକ୍ତଙ୍କ ଭିଡ଼

ନୀଳଗିରି: ରଥଯାତ୍ରା ପାଇଁ ଚଳଚଞ୍ଚଳ ନୀଳଗିରି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ତିନିଦିନ ଧରି ନିଆରା ଢ଼ଙ୍ଗରେ ରଥଯାତ୍ରା ପାଳନ ହୋଇଥାଏ। ଶୁକ୍ରବାର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ପରେ ଶନିବାର ରଥଟଣା ହୋଇଥିଲା । ଏବେ ଅଧରାସ୍ତାରେ ଅଟକି ରହିଛନ୍ତି ମହାପ୍ରଭୁ। ପରମ୍ପରା ଅନୁସାରେ ରବିବାର  ପୁଣି ରଥଟଣା ହୋଇ ଜନ୍ମବେଦିରେ ପହଞ୍ଚିବେ ତିନିଠାକୁର। ସକାଳୁ ସକାଳୁ ଭକ୍ତମାନେ ରଥ ଉପରକୁ ଯାଇ ପୁଜାର୍ଚନା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com