Featuredଓଡ଼ିଶା

ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଯିବ ଫ୍ଲାଇଟ୍

ଭୁବନେଶ୍ବର : ଏଣିକି ସିଧାସଳଖ ବିଦେଶକୁ ଉଡିବ ବିମାନ । ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଯିବ ଫ୍ଲାଇଟ୍ । ଜୁନ ୩ରୁ ସପ୍ତାହକୁ ଦୁଇଥର ଉଡାଣ ଭରିବ ଇଣ୍ଡିଗୋ ।ଉପକୃତ ହେବେ ସିଙ୍ଗାପୁର ଓ ବ୍ୟାଙ୍କକ ଯିବାକୁ ଚାହୁଁଥିବା ଯାତ୍ରୀ । ଖୁବଶୀଘ୍ର ଟିକେଟ୍ ବିକ୍ରି ଆରମ୍ଭ ହେବ । ଯିବା ଆସିବା ପାଇଁ ଟିକେଟ୍ ମୂଲ୍ୟ ୧୫ହଜାର ରହିଛି । ଏହି ଫ୍ଲାଇଟ୍ ଉଡ଼ିଲେ ପର୍ଯ୍ୟଟନ, ନିଯୁକ୍ତି ଓ ଅଧିକ ନିବେଶ ଉପରେ ମିଳିବ ପର୍ଯ୍ୟାପ୍ତ ସୁଯୋଗ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଲେ 5T ସଚିବ । ସେହିପରି ୧୫ ମେ’ରୁ ଦୁବାଇକୁ ଉଡ଼ିବ ବିମାନ ।

Related Articles

Back to top button
WP Twitter Auto Publish Powered By : XYZScripts.com