ଓଡ଼ିଶା

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ୩ ଆରୋହୀ ମୃତ, ୨ ଗୁରୁତର

ନୂଆପଡା: ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ଜାତୀୟ ରାଜପଥ ୩୫୩ ଉଦ୍ୟାନବନ୍ଧ କ୍ରିଷ୍ଣା ଛକ ମଝିରେ ଘଟିଛି ଦୁର୍ଘଟଣା । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଜଣେ ଶିଶୁ ସହ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com