ଓଡ଼ିଶା

ବିଜେବି ଛାତ୍ରୀ ମୃତ୍ୟୁ ଘଟଣାରେ ଟାକ୍ସଫୋର୍ସ ଗଠନ କରି ତଦନ୍ତ କରିବାକୁ ଦାବି କଲା ବିଜେପି ଯୁବ ମୋର୍ଚ୍ଚା

ସମ୍ବଲପୁର: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଟାକ୍ସ ଫୋର୍ସ ଗଠନ ପାଇଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଦାବି । ସାମ୍ବାଦିକ ସମ୍ମିଳନୀ ଏହି ଦାବି ଉଠାଇଲା ବିଜେପି ଯୁବ ମୋର୍ଚ୍ଚାର । ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବା ଦୁର୍ଭାଗ୍ୟଜନକ ବୋଲି କହିଲେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ଏହା ସହ ରାଜ୍ୟ ସରକାର ଏକ ଟାକ୍ସଫୋର୍ସ ଗଠନ କରି ଏହାର ତଦନ୍ତ କରାନ୍ତୁ ବୋଲି ଯୁବ ମୋର୍ଚ୍ଚା ଦାବି କରିଛି । ଯଦି  ରାଜ୍ୟ ସରାକାର ରାଗିଂ ରୋକିବା ପାଇଁ ଠୋସ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଯୁବ ମୋର୍ଚ୍ଚା ଆନ୍ଦୋଳନ କରିବ ଇରାଶିଷ ଚେତାବନୀ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com