ଓଡ଼ିଶା

ଏଯାଏଁ ଚିହ୍ନଟ ହୋଇନାହାନ୍ତି ୩ ସିନିୟର, ଗାଁରେ ରୁଚିକାଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି ପୋଲିସ- ଡିସିପି

ଭୁବନେଶ୍ୱର : ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଏବେ ଯାଏଁ ଚିହ୍ନଟ ହୋଇନାହାନ୍ତି ୩ଜଣ ସିନିୟର । ୧୦୦ଜଣ ବୟାନ ରେକର୍ଡ କରିଛି ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା କରୁଛି ପୋଲିସ । ଏପିରିକି ରୁଚିକାଙ୍କ ଗାଁକୁ ଯାଇ ତଦନ୍ତ କରିଛି ପୋଲିସର ଏକ ଟିମ୍‌ । ସେଠାରେ ରୁଚିକାଙ୍କ ସ୍କୁଲ ଓ କଲେଜ ସାଥୀମାନଙ୍କୁ ପଚରାଉଚୁରା କରାଯାଇଛି । ରୁଚିକାଙ୍କ ମୃତ୍ୟୁ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରିବା ସହ ସେମାନଙ୍କୁ ତଦନ୍ତରେ ସାମିଲ କରାଯାଇଛି । ଖୁବଶୀଘ୍ର ମାମଲାର ସମାଧାନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com