ମନୋରଞ୍ଜନ

ଅରବାଜ ଖାନ୍‌ ମେକଅପ୍‌ କଳାକାର ଶୌରା ଖାନ୍‌ଙ୍କୁ ବିବାହ କରିଛନ୍ତି

ନିକଟରେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ମେକଅପ୍‌ କଳାକାର ଶୌରା ଖାନ୍‌ଙ୍କୁ ବିବାହ କରିଛନ୍ତି। ଏହା ଅରବାଜଙ୍କର ଦ୍ୱିତୀୟ ବିବାହ। ବିବାହ ପରେ ଅରବାଜ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆବର୍ଷ ଏବଂ ହନିମୁନ୍‌ ପାଇଁ ବାହାରିଛନ୍ତି।

ଏହି ଦମ୍ପତି ବିମାନବନ୍ଦରରେ ଫଟୋ ପାଇଁ ମଧ୍ୟ ପୋଜ ଦେଇଥିଲେ। ଯାହାର ଭିଡିଓ ଆଜି ସାମ୍ନାକୁ ଆସିଛି। ଦମ୍ପତି କାଜୁଆଲ ଲୁକ୍‌ରେ ବିମାନବନ୍ଦରରେ ନଜର ଆସିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com