ମୁମ୍ବାଇ: ହ୍ରିତିକ ରୋଶନ ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି। କହିବାକୁ ଗଲେ ସେ ପ୍ରାୟତଃ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ତାଙ୍କ ପ୍ରଶଂସକମାନଙ୍କୁ କିଛି କିଛି ଜାଣିବା ପାଇଁ ସମୟ ସମୟରେ ଫଟୋ ସେୟାର କରିଥାନ୍ତି। ହ୍ରିତିକ୍ ତାଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି । କିନ୍ତୁ କ୍ୟାମେରା ଆଗରେ ଦୁହିଁଙ୍କୁ ସବୁ ବେଳେ ଦେଖିବାକୁ ମିଳେ । ଏବେ ଆଉ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।
View this post on Instagram