ଅନ୍ତର୍ଜାତୀୟ

ସାଣ୍ଡଓ୍ବିଚ ଟିପ୍ସରେ ୬ଲକ୍ଷ

ଆମେରିକାର ଜଣେ ମହିଳା ବେରୋ କର୍ନର ସବଓ୍ବେରୁ ସାଣ୍ଡଓ୍ବିଚ ଅର୍ଡର କରିଥିଲେ। ଅର୍ଡର ରିସିଭ କରିବା ସମୟରେ ସେ ସାଣ୍ଡଓ୍ବିଚର ପେମେଣ୍ଟ କରିବା ସହ ଟିପ୍ସରେ ୬ଲକ୍ଷ ଟଙ୍କା ଦେଇଥିଲେ।

ଭୁଲରେ ଏପରି ଟଙ୍କା ପେମେଣ୍ଟ କରିଥିବା ସେ କହିଛନ୍ତି। ସାଣ୍ଡଓ୍ବିଚର ଦାମ ୬୨୮ଟଙ୍କା ଥିବାବେଳେ ସେ ଅଜାଣତରେ ୫ଲକ୍ଷ ୯୧ହଜାର ୯୫୧ଟଙ୍କା ଟିପ୍ସ ଦେଇ ଦେଇଥିଲେ। କର୍ନର ବ୍ୟାଙ୍କ ଅଫ ଆମେରିକାର କ୍ରେଡିଟ କାର୍ଡରେ ଏହି ପେମେଣ୍ଟ କରିଥିଲେ। ସେ ତାଙ୍କ ବ୍ୟାଙ୍କକୁ ଯୋଗାଯୋଗ କରିଥିବା ସତ୍ତ୍ୱେ ଟଙ୍କା ଆଉ ଫେରସ୍ତ ପାଇ ନ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com