ଅନ୍ତର୍ଜାତୀୟ

ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରୁଥିବା ୟେମେନର ହୋଉଥି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଥମି ନାହିଁ

ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରୁଥିବା ୟେମେନର ହୋଉଥି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଥମି ନାହିଁ।

ଆମେରିକା ଏବଂ ୧୨ ସହଯୋଗୀ ଚେତାବନୀ ଦେଇଛନ୍ତି ଏହି ଆକ୍ରମଣ ବନ୍ଦ ନ ହେଲେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବ। ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ପ୍ରତିଶୋଧ ପରାୟଣ ହେବା ପରଠାରୁ ହୋଉଥି ବିଦ୍ରୋହୀମାନେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଗୁଳି ଚଳାଇଥିଲେ। ଡିସେମ୍ବର ୧୯ ଠାରୁ ଅତିକମରେ ୨୩ ଥର ଆକ୍ରମଣ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com