ଅନ୍ତର୍ଜାତୀୟ

ଦୁବାଇରେ ବାଦଲ ଫଟା ବର୍ଷା

ଦୁବାଇର ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ପରେ ଏବେ ରାସ୍ତାଘାଟ ବନ୍ୟା ପାଣିରେ ବୁଡି ରହିଛି।

ଅନେକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ୟୁଜର ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

ଝଡବର୍ଷା ଯୋଗୁ ସଂଯୁକ୍ତ ଆରବ ଏମିରେଟ୍ସ ରେ ତାଣ୍ଡବ ସୃଷ୍ଟି ହୋଇଛି। ଦୁବାଇ ପୋଲିସ ଲୋକଙ୍କୁ ସମୁଦ୍ର କୂଳ ଏବଂ ବନ୍ୟା ପ୍ରବଣ ଅଞ୍ଚଳଠାରୁ ଦୂରରେ ରହିବାକୁ କହିଛି।

Related Articles

Back to top button