ଓଡ଼ିଶା

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟଗୋଳ । ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଦେବାକୁ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ ଏବଂ ନାରାବାଜି କରିଥିଲେ ଦୁଇ ଦଳ ।

ଫଳରେ ପରିସ୍ଥିତି ଏପରି ହୋଇଥିଲା ଗୃହକୁ ସାଢେ ୧୧ ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ତେବେ ଗୃହ କାର୍ଯ୍ୟ କାହିଁକି ସ୍ୱାଭାବିକ ହୋଇପାରୁନି ସେନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।

Related Articles

Back to top button
WP Twitter Auto Publish Powered By : XYZScripts.com