ଅନ୍ତର୍ଜାତୀୟ

୬ସପ୍ତାହ ପରେ ଗର୍ଭପାତ

ଆମେରିକାର ରାଷ୍ଟ୍ରପତି ପଦର ଦାବିଦାର ନିକ୍କି ହେଲି ଗର୍ଭଧାରଣର ୬ସପ୍ତାହ ପରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥନ କରିଛନ୍ତି।

ଏହା ଉପରେ ବାଇଡେନ-ହାରିସ ପ୍ରଚାର ଅଭିଯାନ ହେଲିଙ୍କୁ ଗର୍ଭପାତ ବିରୋଧୀ ଚରମପନ୍ଥୀ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ୬ ସପ୍ତାହ ପରେ ଗର୍ଭପାତ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। ଏଥିପାଇଁ ଅଣାଯାଇଥିବା ବିଲକୁ ଫେଟଲ ହାର୍ଟବିଟ ବିଲ ମଧ୍ୟ କୁହାଯାଏ।

Related Articles

Back to top button
WP Twitter Auto Publish Powered By : XYZScripts.com