ଓଡ଼ିଶା

ଓଡ଼ିଶାର ବିଶ୍ଵସ୍ତରୀୟ ଶିକ୍ଷା ବ୍ୟବସ୍ଥା ର ନଗ୍ନ ଚିତ୍ର

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଅବସ୍ଥା ବେହାଲ ରାଜଧାନୀ ଭୁବନେଶ୍ବର ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତର ଶିଶୁପାଳଗଡ ଗ୍ରାମର ଯୋଗିନାଥ ବିଦ୍ୟାଳୟର ଅବସ୍ଥା ଦେଖିଲେ ଜାଣିପାରିବେ । କୋଉଠି ନାହିଁ ବିଦ୍ୟାଳୟ ଘର ତ ଆଉ କୋଉଠି ନାହିଁ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଟେବଲୁ । ଉଚ୍ଚବିଦ୍ୟାଳୟରେ 2ଜଣ ଶିକ୍ଷକରେ ଚାଲିଛି ପାଠ ପଢା !” ଯାହା ପାଠ ପଢା ହେଉଥିବ ଅପାରଗ ମନ୍ତ୍ରୀଙ୍କୁ ଜଣା ଥିବ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପଡିଛି ଅନ୍ଧକାରରେ ହେଲେ ସରକାର ସାଜିଛନ୍ତି ନିରବଦ୍ରଷ୍ଟା । ଖୋଦ
ଶିକ୍ଷା ମନ୍ତ୍ରୀଙ୍କ ଘର ପାଖ ବିଦ୍ୟାଳୟରେ ଦେଖିବାକୁ ଏହି ଭଳି ଦୃଶ୍ୟ ଟେବୁଲ ଚେୟାର ନଥିବାରୁ ଛାତ୍ରଛାତ୍ରୀ ତଳେ ଜରି ପାଲ ପାରି ବସି ପାଠ ପଢୁଛନ୍ତି । ହେଲେ ଦିନେ ହେଲେବି ପଡ଼ୁନି ନଜର ଏହି ବିଦ୍ୟାଳୟର ତୋରଣ ଉପରେ । ଏ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରିବାରୁ ପିଲା ଅଧିକ ଥିବାରୁ ଆମେ ଜରି ପାଲରେ ବସେଇ ପଢ଼ାଉଛୁ ବୋଲି ନିଜ ମତ ରଖିବା ସହ ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଥିବା କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com