ମନୋରଞ୍ଜନ

ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା

ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ ପ୍ରାୟ ପୁରା ପରିବାର ଫିଲ୍ମଜଗତ ସହ ଜଡ଼ିତ। ହେଲେ ଆୟୁଷ ଫିଲ୍ମ ସାଇନ୍‌ କରିବା ପୂର୍ବରୁ କାହା ସହ ବିଚାର ବିମର୍ଶ କରନ୍ତି ନାହିଁ।

ଏକ ସାକ୍ଷାତକାରରେ ସେ ଏଭଳି ଖୁଲାସା କରିବା ସହ କେବଳ ତାଙ୍କ ପୋଷାକୁକୁର ସହ ଫିଲ୍ମ ନେଇ କଥା ହୁଅନ୍ତି ବୋଲି କହିଛନ୍ତି।

Related Articles

Back to top button