ଜାତୀୟ

ମିଥ୍ୟା ବିଜ୍ଞାପନ ମାମଲାରେ ପତଞ୍ଜଳୀ କମ୍ପାନୀ ମୁଖ୍ୟ ବାବା ରାମଦେବଙ୍କ ଅଡୁଆ ବଢିବାରେ ଲାଗିଛି

ମିଥ୍ୟା ବିଜ୍ଞାପନ ମାମଲାରେ ପତଞ୍ଜଳୀ କମ୍ପାନୀ ମୁଖ୍ୟ ବାବା ରାମଦେବଙ୍କ ଅଡୁଆ ବଢିବାରେ ଲାଗିଛି । ଯୋଗଗୁରୁ ବାବା ରାମଦେବଙ୍କ ତରଫରୁ ଦ୍ୱିତୀୟ ଥର ପାଇଁ କୋର୍ଟରେ କରାଯାଇଥିବା କ୍ଷମା ପ୍ରାର୍ଥନା ଖାରଜ ହୋଇଛି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୩ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ବାଲକ୍ରୀଷ୍ଣ କୋର୍ଟରେ ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com