Featuredଓଡ଼ିଶାସ୍ୱାସ୍ଥ୍ୟ

ନୂତନ ଆର୍ଥିକ ବର୍ଷ ପୂର୍ବରୁ ଓଡ଼ିଶାରେ ଆୟୁଷ୍ମାନ

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ । ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଯେଉଁଥି ପାଇଁ ଭୁବନେଶ୍ୱରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା ହୋଇଛି। ସୂଚନା ମୁତାବକ ଯୋଜନା କେବେ କାର୍ଯ୍ୟକାରୀ କରାଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନି କିନ୍ତୁ ନୂତନ ଆର୍ଥିକ ବର୍ଷ ପୂର୍ବରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରି ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି ।

Related Articles

Back to top button