ଜାତୀୟ

ଭାରତର ପ୍ରଥମ ଏଆଇ ଟୁଲ୍ ଲଞ୍ଚ୍ ହୋଇଯାଇଛି

ଭାରତର ପ୍ରଥମ ଏଆଇ ଟୁଲ୍ ଲଞ୍ଚ୍ ହୋଇଯାଇଛି । 3AI ହୋଲ୍ଡିଙ୍ଗ ଲିମିଟେଡ ଏବଂ ସିରିଏଲ ମିଡିଆ ଲ୍ୟାବ୍ସ ଇଣ୍ଡିଆ ତରଫରୁ ଭାରତର ପ୍ରଥମ ସ୍ୱଦେଶୀ AI ଆଧାରିତ ଜେନେରେଟିଭ ଏଆଇ ଟୁଲ ‘ହନୁମାନ’ ଲଞ୍ଚ୍ ହୋଇଯାଇଛି ।

ଗତ ଫେବୃଆରୀ ୨୧ ତାରିଖରେ ମୁମ୍ବାଇର ଏକ ଇଭେଣ୍ଟରେ ଏହାକୁ ସୋ’କେସ୍ କରାଯାଇଥିଲା । ଭାରତର ପ୍ରଥମ ଦେଶୀ ଜେନେରେଟିଭ ଏଆଇ ପ୍ଲାଟଫର୍ମ ‘ହନୁମାନ’ରେ ଦେଶର ୧୨ଟି ଭାଷା ସହିତ ପୃଥିବୀର ମୋଟ ୯୮ଟି ଭାଷାକୁ ଗ୍ରହଣ କରିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com