କ୍ରୀଡ଼ା

ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପିଙ୍କ୍ ଟେଷ୍ଟ୍‌ ଚତୁର୍ଥ ଦିନରେ ଶେଷ ହୋଇଯାଇଛି

ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପିଙ୍କ୍ ଟେଷ୍ଟ୍‌ ଚତୁର୍ଥ ଦିନରେ ଶେଷ ହୋଇଯାଇଛି। ୮ ୱିକେଟ୍‌ରେ ସହଜ ବିଜୟ ସହ ପ୍ୟାଟ୍ କମିନ୍ସଙ୍କ ଦଳ ୩-୦ରେ ମୂଳପୋଛ କରି ଶୃଙ୍ଖଳା ଜିତିଛି।

ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ଏଭଳି ସଫଳତା ଅର୍ଜନ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com