Featuredଓଡ଼ିଶା

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼: ହାବିଲଦାର ନିଲମ୍ବିତ

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼ ଅଭିଯୋଗ। ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମହିଳା ଭକ୍ତଙ୍କୁ ବାଡ଼ିରେ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ସମ୍ପୃକ୍ତ ହାବିଲଦାର ନିଲମ୍ବିତ ହୋଇଛନ୍ତି । ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ବ୍ରହ୍ମପୁରର ମଧୁରୀ ଦାସ। ଘଟଣାର ଅନୁଧ୍ୟାନ କରିଥିଲେ ଅତିରିକ୍ତ ଏସପି ଓ ପୋଲିସ କର୍ମଚାରୀ । ତଦନ୍ତ ପରେ ହାବିଲଦାରକୁ ନିଲମ୍ବିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com