ଓଡ଼ିଶା

ପ୍ଲାଷ୍ଟିକ ବୋତଲରେ ମାଛ

ପ୍ଲାଷ୍ଟିକ ବୋତଲରେ ମାଛ । ଗୋଟିଏ କି ଦୁଇଟା ନୁହେଁ, ଲାଗିଛି ୨୦ ହଜାର ପ୍ଲାଷ୍ଟିକ ବୋତଲ । ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟ ନେଇ ଏମିତି ଏକ ମାଛ ତିଆରି କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ।

ଏପରି ମାଛ ତିଆରି କରି ଛାତ୍ରଛାତ୍ରୀ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com