ଐତିହ୍ୟ ଓ ସଂସ୍କୃତିଓଡ଼ିଶାରାଜନୀତି

ଚଳିତ ବର୍ଷ ନବୀନ ନିବାସରେ ପାଳିତ ହେବ ନାହିଁ ରକ୍ଷା ବନ୍ଧନ ଉତ୍ସବ

ଭୁବନେଶ୍ୱର, ୧୦/୦୮/୨୦୨୨-  ଚଳିତ ବର୍ଷ ନବୀନ ନିବାସରେ ପାଳିତ ହେବ ନାହିଁ ରକ୍ଷା ବନ୍ଧନ ଉତ୍ସବ । ତେଣୁ ଏଥର ନବୀନ ନିବାସକୁ ବୁଧବାର ରାକ୍ଷୀ ବାନ୍ଧିବା ପାଇଁ କେହି ନ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି  ନିଆଯାଇଛି । ଜନସାଧାରଣ ଗହଳି ନ କରି  ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ପରାମର୍ଶ ଦେବା ସହିତ, ରାକ୍ଷୀ ପୂର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com