ଜାତୀୟ

ମହାରାଷ୍ଟ୍ର ରତ୍ନଗିରିରେ ସନ୍ଦିଗ୍ଧ ଡଙ୍ଗା ଠାବ, ଏକେ-୪୭ ସହ ବିପୂଳ ଅସ୍ତ୍ରଶସ୍ତ୍ର ଜବତ

ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାରେ ସମଦ୍ରରୁ ଏକ ସନ୍ଦିଗ୍ଧ ଡଙ୍ଗା ମିଳିଛି । ସାଧାରଣ ଭାବେ ଏହି ଅଞ୍ଚଳରୁ ପାକିସ୍ତାନ ଡଙ୍ଗା ମିଳିଥାଏ । ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଯେ ଏହା ପାକିସ୍ତାନୀ ଡଙ୍ଗା ନା ଅନ୍ୟ କିଛି । ଡଙ୍ଗାରୁ ଏକେ-୪୭ ରାଇଫଲ ମିଳିଥିବା ଜଣାପଡିଛି । ପୋଲିସ ସମେତ ଅନ୍ୟ ଯାଞ୍ଚ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଏଥିରେ କୌଣସି ଲୋକ ନଥିବା ବେଳେ କେବଳ ଏକେ-୪୭ ରାଇଫଲ ରହିଛି । ସମୁଦ୍ର ଲହଡିରେ ଏହା ଭାସିଭାସି କୂଳରେ ଲାଗିଛି । ସେହିଭଳି ଅନେକ ଅଚଳ ହତିଆର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com