ଅନ୍ତର୍ଜାତୀୟ

ରୁଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଆଉ ସେହି ଦୁଇ ଦେଶ ମଧ୍ୟରେ ସୀମିତ ହୋଇନାହିଁ

ରୁଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଆଉ ସେହି ଦୁଇ ଦେଶ ମଧ୍ୟରେ ସୀମିତ ହୋଇନାହିଁ । ଏହା ବର୍ତମାନ ବିସ୍ତାର ହୋଇ ପୃଥିବୀର ଅନେକ ବଡ ଦେଶ ଏଥିରେ ଭାଗ ନେବାକୁ ଯୁଦ୍ଧଭୂମିକୁ ଆସିବାକୁ ଲାଗିଲେଣି ।

ରୁଷର ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତ୍ତି ଦେଇଛନ୍ତି ଯେ ରୁଷର ସୀମାରେ ନାଟୋ ୧୨୩୦୦୦ ସୈନିକ ନିୟୋଜିତ କରିଛି । ସୀମାରେ ୩୩,୦୦୦ ନାଟୋ ସୈନିକ, ୩୦୦ ଟ୍ୟାଙ୍କ ଏବଂ ୮୦୦ ସଶସ୍ତ୍ର ଯାନ ନିୟୋଜିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com