ରାଜନୀତି

ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ

ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି।

କେନ୍ଦ୍ରର ମୋଦି ସରକାରଙ୍କ ନେତୃତ୍ୱରେ ଦେଶ ଅନେକ କ୍ଷେତ୍ରରେ ପଛୁଆ ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି। ଦେଶରେ ଧର୍ମ ଏବଂ ଜାତିର ରାଜନୀତି ବୃଦ୍ଧି ପାଇବା ସହ ଭାଜପା ଘୃଣାର ରାଜନୀତି କରୁଥିବା ରାହୁଲ ଗାନ୍ଧୀ ଅଭିଯେଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com