ମନୋରଞ୍ଜନ

ଲୋକପ୍ରିୟ ଭେଟେରାନ୍ ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍

ଲୋକପ୍ରିୟ ଭେଟେରାନ୍ ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ । ତାଙ୍କ ଦମଦାର ଅଭିନୟ ଏବଂ ଡାଏଲଗ୍ ପାଇଁ ଆଜି ବି ସେ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ।

ନିକଟରେ ତାଙ୍କ ବ୍ୟକ୍ତିତ୍ୱ ଏବଂ Publicity Rightର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ ନାଁ, ଫଟୋ, ସ୍ୱର ଏବଂ ‘Bhidu’ ଶବ୍ଦ ବ୍ୟବହାରକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com