Featuredଜାତୀୟ

ଏଣିକି ଟ୍ରେନ୍ ଯାତ୍ରୀଙ୍କ ଖାଇବା ପିଇବା ମାଗଣା

ଏଣିକି ଟ୍ରେନ ଯାତ୍ରୀଙ୍କୁ ମାଗଣାରେ ଖାଇବା ପିଇବା ସୁବିଧା ମିଳିବ । ଏଥିପାଇଁ  କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଇଣ୍ଡିଆ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ ପକ୍ଷରୁ ଏପରି ଏକ ନୂଆ ପ୍ଲାନ ଅଣାଯାଇଛି । ଟ୍ରେନ ଯାତ୍ରା ସମୟରେ ଏଣିକି କୋଟି କୋଟି ଯାତ୍ରୀ ଆଇଆରସିଟିସିର ଏହି ଫାଇଦା ଉଠାଇ ପାରିବେ । ତେବେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଟ୍ରେନ ବିଳମ୍ବରେ ଚାଲୁଥିବ । ଇଣ୍ଡିଆନ ରେଲୱେ ମୁତାବକ, ଟ୍ରେନ ଲେଟ୍ ହେଲେ ଆଇଆରସିଟିସିର କ୍ୟାଟେରିଂ ପଲିସୀ ଅନୁଯାୟୀ ଯାତ୍ରୀଙ୍କୁ ଟିଫିନ୍ ଓ ହାଲୁକା ଭୋଜନ ଦିଆଯିବ । ଏହି ସୁବିଧା ଏକ୍ସପ୍ରେସ୍ ଟ୍ରେନର ଦିଆଯାଇଥାଏ । ଯଦି ଆପଣଙ୍କର ଟ୍ରେନ ୨ ଘଣ୍ଟା ବା ତା’ଠାରୁ ଅଧିକ ସମୟ ବିଳମ୍ବ ହେବେ ତେବେ ଆପଣ ଏହିସବୁ ସୁବିଧା ପାଇପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com