ଜାତୀୟ

କେନ୍ଦ୍ର ସରକାର ଦେଶରେ CAA ଲାଗୁ କରିବା ପରେ ଏହାକୁ ନେଇ ବିରୋଧ ବଢ଼ିବାରେ ଲାଗିଛି

କେନ୍ଦ୍ର ସରକାର ଦେଶରେ CAA ଲାଗୁ କରିବା ପରେ ଏହାକୁ ନେଇ ବିରୋଧ ବଢ଼ିବାରେ ଲାଗିଛି । ଆସାମରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

ମୁସଲିମ୍ ଲିଗ ପକ୍ଷରୁ ଦାୟର ପିଟିସନରେ ସିଏଏରେ ଥିବା ନିୟମକୁ କାର୍ଯ୍ୟକାରୀ କରାଯିବା ଉପରେ ରୋକ ଲଗାଇବାକୁ ଅନୁରୋଧ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com