ଜାତୀୟ

ସାମ୍ନାକୁ ଆସିଲା ଭବ୍ୟ ରାମ ମନ୍ଦିରର ଆଉ କିଛି ଫଟୋ

ସାମ୍ନାକୁ ଆସିଲା ଭବ୍ୟ ରାମ ମନ୍ଦିରର ଆଉ କିଛି ଫଟୋ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ଫଟୋ ସେୟାର କରାଯାଇଛି । ମନ୍ଦିର ଭିତରର କିଛି ଫଟୋ ଏଥିରେ ରହିଥିବା ବେଳେ କାମ ଜୋରସୋରରେ ଆଗେଇ ଚାଲିଛି ।

ମନ୍ଦିରରେ ଲାଗିଥିବା ସୁବର୍ଣ୍ଣ କବାଟ ଏଥିରେ ସ୍ପଷ୍ଟ ଦେଖାଯାଉଛି । ସେହିଭଳି ବାହାରୁ ମନ୍ଦିର ସୁନ୍ଦର ଭାବରେ ଦେଖାଯାଉଛି । ଦିନକୁ ଦିନ ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ।

Related Articles

Back to top button
WP Twitter Auto Publish Powered By : XYZScripts.com