ଜାତୀୟ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଖରେ ଅଛି ୨୦ କୋଟିର ସଂପତ୍ତି

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଖରେ ଅଛି ୨୦ କୋଟିର ସଂପତ୍ତି । କେରଳ ୱାଏନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ଏହି ତଥ୍ୟ ଉଲ୍ଲେଖ କରିଛନ୍ତି ରାହୁଲ ।

ଏହା ସହ ନିଜ ସମ୍ପତ୍ତି ତାଲିକାରେ ସେ ନଗଦ ୫୫ ହଜାର ଟଙ୍କା ପାଖରେ ରଖିଥିବା ଉଲ୍ଲେଖ କରିଛନ୍ତି । ତେବେ ମୋଟ୍ ସମ୍ପତ୍ତିର ପରିମାଣ ୨୦ କୋଟି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ରାହୁଲ ।

Related Articles

Back to top button
WP Twitter Auto Publish Powered By : XYZScripts.com