Breaking NewsFeaturedଜାତୀୟ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀ ୧ ତାରିଖରେ ଅନ୍ତରୀଣ ବଜେଟ୍‌୍ ଉପସ୍ଥାପନ କରିବେ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃୟାରୀ ୧ ତାରିଖରେ ଅନ୍ତରୀଣ ବଜେଟ୍‌୍ ଉପସ୍ଥାପନ କରିବେ । ଅଖିଳ ଭାରତୀୟ ଟିକସ ବିଶେଷଜ୍ଞ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ନାରାୟଣ ଜୈନ କହିଛନ୍ତି, ଏହା ଏକ ଅନ୍ତରୀଣ ବଜେଟ୍ ହେବ ।

କିନ୍ତୁ ଏଥିରେ ପୂର୍ଣ୍ଣ ବଜେଟ୍ ଲାଗି କିଛି ସଂକେତ ରହିବ । ଧାରା ୮୭ଏ ଜରିଆରେ ବ୍ୟକ୍ତିଗତ ଟିକସଦାତାଙ୍କୁ ଏଥର କିଛି ବଡ ରିହାତି ମିଳିବ । ଏହା ଜରିଆରେ ମୋଟ ଟିକସ ଛାଡ ସୀମା ୭ ଲକ୍ଷରୁ ବୃଦ୍ଧି କରାଯାଇ ୮ ଲକ୍ଷ ଟଙ୍କା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com