କ୍ରୀଡ଼ା

T-20 ବିଶ୍ବକପ ୨୦୨୨ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍

ଭୁବନେଶ୍ବର ;  T-20 ବିଶ୍ବକପ ୨୦୨୨ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍  । ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ ଖେଳିବ ଭାରତ  ।  ୧୫ଜଣିଆ ଟିମ ଘୋଷଣା କରିଛି ବିସିସିଆଇ । ରିଷଭ ପନ୍ଥ ଓ ଦିନେଶ କାର୍ତ୍ତିକ ଓ୍ବିକେଟ ରକ୍ଷକ । ଦଳକୁ ଫେରିଲେ ବୁମରାହ ଓ ହର୍ଷଲ ପଟେଲ୍ । ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ବୀନି, ଚହଲ, ଅକ୍ଷର ପଟେଲ୍ ଟିମରେ ସାମିଲ । ଏହା ସହିତ ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂ ଦଳରେ ସାମିଲ । ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ଓ୍ବାଲଡ କପ୍ ଆରମ୍ଭ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com