ଅନ୍ୟାନ୍ୟ

ପରିବାର ଅଦାଲତରେ ଅନୁଭବ,ବର୍ଷା

କଟକ ,୧୪.୦୯.୨୦୨୨–  କଟକ ପରିବାର ଅଦାଲତରେ ପାରିବାରିକ ବିବାଦ ମାମଲାରେ  ହାଜର ହେଲେ ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ।ବର୍ତ୍ତମାନ ଉଭୟ ବର୍ଷା ଏବଂ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇ ଦେଇଛନ୍ତି ଜଜ୍ । ଉଭୟଙ୍କ ସହ ଆଲୋଚନା କରିବାକୁ ଜଜ୍‌ ଚ୍ୟାମ୍ବର ପଠାଇଥିବା କୁହାଯାଉଛି । କୋର୍ଟରେ ନିଜର ଅନ୍ୟ ସବୁ କାମ ଶେଷ କରିବା ପରେ ସେମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।  କାରଣ ଆଜି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷାଙ୍କୁ ଫ୍ୟାମିଲି କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ସେଥିପାଇଁ ଦିନ ୨ଟା ବେଳେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଥିଲା ।ଆଜି ଦିନ ପ୍ରାୟ ୧୧ଟାରେ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ବର୍ଷା ।

Related Articles

Back to top button
WP Twitter Auto Publish Powered By : XYZScripts.com