ଅନ୍ୟାନ୍ୟ

ଗୁଟ୍‌ଖା ଗୋଦାମରେ ପୁଲିସର ଚଢ଼ାଉ, ଜଣେ ଗିରଫ

ବ୍ରହ୍ମପୁର, ୧୫/୦୯/୨୦୨୨-  ବଡବଜାର ଥାନା ପୁଲିସ ଏକ ଗୁଟ୍‌ଖା ଗୋଦାମ୍ ଉପରେ ଚଢଉ କରି ପ୍ରାୟ ୧୩୯ କିଲୋ ନକଲି ଗୁଟ୍‌ଖା ଜବତ କରିଛି । ଏହି ଗୁଟ୍‌ଖା ବ୍ୟବସାୟରେ ସନ୍ତୋଷ ସାହୁ ଓ ମିଟୁ ସାହୁ ସମ୍ପୃକ୍ତ ଥିବା ପୁଲିସ ଜାଣିବା ପରେ ମିଟୁଙ୍କୁ  ଗିରଫ କରିଛି ।  ସନ୍ତୋଷ ଫେରାର ଥିବା ଜଣାପଡିଛି । ମିଟୁ ଓ ସନ୍ତୋଷ ଦୀର୍ଘ ଦିନ ଧରି ନକଲି ଗୁଟ୍‌ଖା ବ୍ୟବସାୟ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ଆଜି ଚଢଉ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com