ଓଡ଼ିଶା

କେନାଲରୁ ଅଜଣା ମୃତଦେହ ଉଦ୍ଧାର

କଟକ() କଟକ ନିଶାମଣୀ ହଲ ନିକଟ ଲିଙ୍କରୋଡ୍ କେନାଲରୁ ଆଜି ଏକ ଅଜଣା ମ୍ରୁତଦେହ ଉଦ୍ଧାର ହୋଇଛି। ସକାଳେ କିଛି ସ୍ଥାନୀୟ କେନାଲରେ ମ୍ରୁତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ବାଦାମବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମ୍ରୁତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ମ୍ରୁତଦେହ ଚିହ୍ନଟ ହୋଇନଥିବା ବେଳେ ୨ରୁ ୩ ଦିନ ହେବ ପାଣିରେ ପଡି ଫୁଲି ଯାଇଥିବା ପୋଲିସ ଅନୁମାନ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com