ରାଜନୀତି

ନିର୍ବାଚନ ତାରିଖ ଘୋଷଣା ହୋଇନି

ନିର୍ବାଚନ ତାରିଖ ଘୋଷଣା ହୋଇନି । ଦଳ ପକ୍ଷରୁ କୌଣସି ତାଲିକା ପ୍ରକାଶ ପାଇନି, କିନ୍ତୁ ଏହାରି ଭିତରେ ସାଲେପୁର ବିଧାନସଭା ଆସନ ପାଇଁ ଆଗୁଆ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା ।

ସାଲେପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ, ବର୍ତମାନର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ ।

Related Articles

Back to top button
WP Twitter Auto Publish Powered By : XYZScripts.com