ଜାତୀୟ

ସୂର୍ଯ୍ୟଙ୍କ ଉତ୍ତାପ, ଗରମ ପବନ ଏବଂ ମାତ୍ରାଧିକ ତାପମାତ୍ରା ଏବେ ଏପ୍ରିଲ୍ ମାସରେ ଦେଖିବାକୁ ମିଳିଛି

ସୂର୍ଯ୍ୟଙ୍କ ଉତ୍ତାପ, ଗରମ ପବନ ଏବଂ ମାତ୍ରାଧିକ ତାପମାତ୍ରା ଏବେ ଏପ୍ରିଲ୍ ମାସରେ ଦେଖିବାକୁ ମିଳିଛି । ଏହି ମାସରେ ସମସ୍ତ ରେକର୍ଡ ଭାଙ୍ଗିଛି ତାତି । ୧୦୩ ବର୍ଷ ପରେ ଅନେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି ।

ମେ ମାସରେ ପାଗ କିପରି ହେବ ସେନେଇ ପାଣିପାଗ ବିଭାଗ ସୂଚନା ଦେଇଛି।ପାଣିପାଗ ବିଭାଗ ୧୯୨୧ ରୁ ୨୦୨୪ ମଧ୍ୟରେ ଏପ୍ରିଲ୍ ମାସ ତାପମାତ୍ରାର ତଥ୍ୟ ସେୟାର କରିଛି। ଏହି ତଥ୍ୟ ଦର୍ଶାଉଛି ଯେ ଦେଶର ଅନେକ ସ୍ଥାନରେ ଏହା ସବୁଠାରୁ ଗରମ ମାସ ।

Related Articles

Back to top button