ଜାତୀୟ

ମହର୍ଷି ବାଲ୍ମୀକି ବିମାନବନ୍ଦରରୁ ଏକମାସ ହେବ ୪ ସହରକୁ ବିମାନ ସେବା ବନ୍ଦ କରାଯାଇଛି

ମହର୍ଷି ବାଲ୍ମୀକି ବିମାନବନ୍ଦରରୁ ଏକମାସ ହେବ ୪ ସହରକୁ ବିମାନ ସେବା ବନ୍ଦ କରାଯାଇଛି । ଏହା ମଧ୍ୟରୁ ଏମିତି କିଛି ବିମାନ ଅଛି ଯାହା ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଉଡାଣ ବନ୍ଦ କରିଦେଇଛି ।

ଫଳରେ ଏବେ କନେକଟିଂ ବିମାନ ସହାୟତାରେ ଯାତ୍ରୀମାନେ ବିମାନଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com